Welcome to NBMT, Cuttack
Visitor FAQsପରିଦର୍ଶକଙ୍କ ସାଧାରଣ ପ୍ରଶ୍ନ

The museum remains open on all weekdays except Monday and Government Holidays.

ସଂଗ୍ରହାଳୟ ସୋମବାର ଏବଂ ସରକାରୀ ଛୁଟି ଦିନ ବ୍ୟତୀତ ସମସ୍ତ କାର୍ଯ୍ୟ ଦିବସରେ ଖୋଲା ରହେ।

Entry fee is Rs. 20 for Indian citizens and Rs. 50 for foreign visitors.

ଭାରତୀୟ ନାଗରିକଙ୍କ ପାଇଁ ପ୍ରବେଶ ଶୁଳ୍କ ୨୦ ଟଙ୍କା ଏବଂ ବିଦେଶୀ ନାଗରିକଙ୍କ ପାଇଁ ୫୦ ଟଙ୍କା।

Ticket counter is open from 10:30 AM to 1:30 PM and 2:00 PM to 5:00 PM on working days.

ଟିକେଟ୍ କାଉଣ୍ଟର୍ ପ୍ରତ୍ୟେକ କାର୍ଯ୍ୟ ଦିବସରେ ସକାଳ ୧୦:୩୦ ଠାରୁ ୧:୩୦ ଏବଂ ଅପରାହ୍ଣ ୨:୦୦ ଠାରୁ ୫:୦୦ ପର୍ଯ୍ୟନ୍ତ ଖୋଲା ରହେ।

Photography and videography inside the museum are strictly prohibited.

ସଂଗ୍ରହାଳୟ ଭିତରେ ଫଟୋ ଓ ଭିଡିଓ ସମ୍ପୂର୍ଣ୍ଣ ନିଷେଧ।

Handbags and personal belongings are not allowed inside the museum.

ହ୍ୟାଣ୍ଡବ୍ୟାଗ୍ ଓ ନିଜସ୍ୱ ସାମଗ୍ରୀ ସଂଗ୍ରହାଳୟ ଭିତରକୁ ନେଇଯିବା ଅନୁମତି ନାହିଁ।